[Mental health]

Living in isolation
ପିଲାମାନଙ୍କୁ ସମର୍ଥନ କରିବା
ପିଲାମାନଙ୍କୁ ସମର୍ଥନ କରିବା

ସ୍ବଚ୍ଛତା

ହାତ ଧୋଇବା: କାହିଁକି ଓ କେମିତି
ମାସ୍କ ବ୍ୟବହାର କରିବା
ବାହାରକୁ ଯିବା ଏବଂ ଘରକୁ ଫେରିବା
Physical distance
କଣ କରିବେ ଓ କଣ କରିବେ ନାହିଁ

ଗୃହ ପାଇଁ

ଚଟାଣ ସଫା କରିବା
ଘରେ ରୋଷେଇ କରିବା
ଅସୁସ୍ଥଙ୍କ ଯତ୍ନ ନେବା

ଅତ୍ୟାବଶ୍ୟକ ସେବା ଯୋଗାଊ ଥିବା କର୍ମୀମାନେ

ସାମଗ୍ରୀ ପହଞ୍ଚାଇବା
ଦୋକାନରେ କାମ କରୁଥିଲେ

ସ୍ବଚ୍ଛତା

ହାତ ଧୋଇବା: କାହିଁକି ଓ କେମିତି

[How to clean your hands: A complete guide.]

[The good news is that viruses do not reproduce outside living beings. We just need to make sure that the ones that are in the environment around us don’t get into us. Coronaviruses specifically have an outer layer that is easily destroyed with soap. One of the best ways to decrease the chance of getting the virus is to regularly wash your hands properly with soap but other types of cleaners and methods are also effective in some cases. Here’s a guide of how to clean your hands in different situations.]

[English]

main page

ମାସ୍କ ବ୍ୟବହାର କରିବା

[Masks: why, who, when]

[Masks are on most people’s minds and on many people’s faces. The guidelines from the government (and World Health Organization) on when and what type of mask the general public should use has changed over time. There is growing evidence that mask use by everyone helps to control spread of the disease. Masks prevent you from spreading the virus if you have it, and also decrease the risk of you getting the virus from others. It is now compulsory to wear masks when outside. Here is some information about masks and how they can be effective. ]

[English]

Gloves: why, who, when

In general, hand hygiene is crucial. Gloves are not required if you make sure to wash your hands regularly and try not to touch your face until you have washed. Gloves mean little if you use them all the time and also touch surfaces that have viruses and your face. It is best to use gloves only in high risk settings in the healthcare environment.

[English]

main page

ବାହାରକୁ ଯିବା ଏବଂ ଘରକୁ ଫେରିବା

ବାହାରକୁ ଯିବା ଏବଂ ଘରକୁ ଫେରିବା

କୋଭିଡ-୧୯ ମହାମାରୀ ଯୋଗୁ ହୋଇଥିବା ତାଲାବନ୍ଦ/ଲକଡାଉନ ସମୟରେ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଅଛି | ଏହି ସମୟରେ ବାହାର ଦୁନିଆ ସହିତ ସିଧାସଳଖ ସମ୍ପର୍କ କମେଇବା ଅତ୍ୟନ୍ତ ଜରୁରୀ | ବାହାର ଲୋକଙ୍କ ସହିତ ସମ୍ପର୍କ କମେଇଲେ ଆପଣ ରୋଗ ସୃଷ୍ଟି କରୁଥିବା ଭୁତାଣୁର ପ୍ରସାର ରୋକି ପାରିବେ, କିନ୍ତୁ ଏହା ସେତେବେଳେ କାମ କରିବ ଯେବେ ଆପଣ ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ | ତେଣୁ ଆପଣ ଘରୁ ବାହାରକୁ ଯିବା ଏବଂ ଫେରିବା ସମୟରେ କଣ କରିବେ ଓ କରିବେ ନାହିଁ ଏହା ଜାଣିବା ଅତ୍ୟନ୍ତ ଜରୁରୀ | ଆମେ ଏଠାରେ ଘରୁ ବାହାରିବା ସମୟରେ କି ପ୍ରକାର ସତର୍କତା ଅବଲମ୍ବନ କରିବେ ସେ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛୁ  |

ଓଡ଼ିଆ

main page

କଣ କରିବେ ଓ କଣ କରିବେ ନାହିଁ

[Do what it takes]

main page

ଗୃହ ପାଇଁ

ଚଟାଣ ସଫା କରିବା

[How to clean surfaces around you]

[To control the spread of any disease, in addition to personal hygiene, you should pay special attention to environmental hygiene, and CoViD-19 is no exception. Coronaviruses can remain on different types of surfaces for different periods of time. It is important to be careful to decrease the spread of the infection through these surfaces. You may be wondering which surfaces should be cleaned, how frequently, and what cleaning and disinfecting agents can be used to destroy these viruses. Here are some guidelines. ]

[English]

main page

ଘରେ ରୋଷେଇ କରିବା

Everything About Food

You might be worried about getting Covid19 from food. You might not know what to do with the packaging your groceries come in. You might even wonder if it is okay to eat whatever you want. If so, we have some answers for you.

[English]

main page

ଅସୁସ୍ଥଙ୍କ ଯତ୍ନ ନେବା

Measures and precautions to take when someone in your home is unwell

A majority of COVID19 cases involve a cough and fever, much like a flu. If someone in your family shows these symptoms, they could be a COVID19 case. Inform the nearest health centre, your private doctor or call 011-23978046. Depending upon your symptoms, they may ask you to stay at home or refer you to a designated government or private hospital or to a testing centre. Individuals in good condition usually get better on their own in 3-5 days. In the meantime, the patient should stay at home for 14 days after they stop showing symptoms. During this period, the patient will need care and support to ensure that the virus does not spread within the household or beyond.

[English]

main page

ଅତ୍ୟାବଶ୍ୟକ ସେବା ଯୋଗାଊ ଥିବା କର୍ମୀମାନେ

ସାମଗ୍ରୀ ପହଞ୍ଚାଇବା

ବିତରଣ କରିବା ସମୟରେ କରୋନା ଭୂତାଣୁ ଠାରୁ କିପରି ସୁରକ୍ଷିତ ରହିବେ

କୋଭିଡ୍‌-୧୯ ପାଇଁ ନିଆଯାଇଥିବା ଲକ୍ ଡାଉନ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୂଆର ମୁହଁରେ ପହଞ୍ଚାଇବା ଗୁରୁତ୍ଵପୂର୍ଣ୍ଣ ଅଟେ । ତେଣୁ ଲୋକମାନଙ୍କର ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ଦୃଷ୍ଟିରୁ ଏହି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯେଉଁ ମାନେ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି ସେମାନଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବା ଦରକାର । ତେଜରାତି ଜିନିଷ, ଗ୍ୟାସ୍ ସିଲିଣ୍ଡର, କ୍ଷୀର ପ୍ୟାକେଟ୍, ଖବରକାଗଜ, ରନ୍ଧା ଖାଦ୍ୟ, ଔଷଧ ଆଦି ନିତ୍ୟ ବ୍ୟବହାର୍ଯ ଜିନିଷ ଅଟେ । ଯଦି ତୁମେ ଏହି ସବୁ ଜିନିଷ ବିତରଣ କରିବାରେ ସଂପୃକ୍ତ ଥାଅ, ତୁମେ ଅନେକ ଲୋକ ଏବଂ ଅନେକ ଲୋକ ଛୁଉଁ ଥିବା ସ୍ଥାନ ର ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ଥାଏ । ହୁଏତ ତୁମେ ବହୁତ ମାତ୍ରାରେ ହେଉଥିବା ଟଙ୍କା ପଇସା କାରବାରରେ ସଂପୃକ୍ତ ରହିପାର, ଯେଉଁଠି ତୁମକୁ ବାରମ୍ବାର ଟଙ୍କାକୁ ଛୁଇଁବାକୁ ପଡିପାରେ । ଏହା ମଧ୍ୟ ସମ୍ଭବ ଅଟେ ତୁମେ, ତୁମ ସହକର୍ମୀଙ୍କ ସହ ପାଖାପାଖି ରହି କାମ କରୁଥାଅ ଏବଂ କେବେ କେବେ ବିତରଣ ଯାନରେ ମିଶିକରି ଯାତାୟତ କରୁଥାଅ। ଏଠାରେ ଆମେ କିଛି ସରଳ ସତର୍କତା ତାଲିକା ପ୍ରସ୍ତୁତ କରିଛୁ, ଯାହାକୁ ପାଳନ କଲେ ଆପଣ ନିଜକୁ, ନିଜ ପରିବାରକୁ ଏବଂ ଗ୍ରାହକଙ୍କୁ କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା କରିପାରିବେ ।

ଓଡ଼ିଆ

main page

ଦୋକାନରେ କାମ କରୁଥିଲେ

ବେପାରୀ ଓ ଗ୍ରାହକ ମାନଙ୍କ ପାଇଁ ଦୋକାନ କୁ ସୁରକ୍ଷିତ ରଖିବା

କୋଭିଡ-୧୯ ର ମୁକାବିଲା ପାଇଁ ସଉଦା ଦୋକାନ , ଔଷଧ ଦୋକାନ, ପରିବା ଦୋକାନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଦୋକାନ ମାନଙ୍କୁ ଖୋଲା ରଖିବା ପାଇଁ ସରକାରଙ୍କର ଅନୁମତି ରହିଛି | ଯେହେତୁ ଏହି ସବୁ ଜାଗା ଗୁଡିକକୁ ଲୋକ ମାନଙ୍କର  ଯାତାୟାତ ଲାଗି ରହିଥାଏ, ତେଣୁ ଏଠାରେ ଭୂତାଣୁ ସଂକ୍ରମଣର ସମ୍ଭାବନା ବେଶି ଥାଏ  | ଜଣେ ଦୋକାନୀ (ବେପାରୀ ) ହିସାବରେ, ନିୟମିତ ହାତ ଧୋଇବା, ସାମାଜିକ ବା ଭୌତିକ ଦୂରତା ବଜାୟ ରଖିବା ଏବଂ ଚଟାଣ ସଫା ରଖିବା ସହିତ କିଛି ବିଶେଷ କର୍ତ୍ତବ୍ୟ ମଧ୍ୟ କରିବାକୁ ପଡି ଥାଏ | ଯାହାକି ତୁମକୁ, ତୁମ ପରିବାର ଓ ବନ୍ଧୁ ମାନଙ୍କୁ ସୁସ୍ଥ ଓ ସୁରକ୍ଷୀତ ରଖି ପାରିବ |

[English]

main page

ଜୀବ ବିଜ୍ଞାନ ସମ୍ବନ୍ଧରେ

ଭୂତାଣୁ ମାନେ ଆକାରରେ କେତେ ଛୋଟ?

main page